ଗୋଟେ ଅମୂଲ୍ୟ ଜୀବନ ବଂଚେଇବା ପାଇଁ ସହାୟତା କରନ୍ତୁ

କେନ୍ଦ୍ରାପଡା : ଫୁସଫୁସ ରେ ଆକ୍ରାନ୍ତ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଅଂଚଳର ଉମାକାନ୍ତ ନାୟକ | ସହଯୋଗ ପାଇଁ ପରିବାରବର୍ଗ କଲେ ନିବେଦନ |

ମହାମାରୀ କରୋନାର ଦ୍ଵିତୀୟ ଲହର ବେଶ କଷ୍ଟ ଦେଲାଣି ଦେଶବାସୀଙ୍କୁ | ଜଜଣଙ୍କ ପରେ ଜଣେ ଗୁରୁତର ହେଇ ହସ୍ପିଟାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି | କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଅଂଚଳର ଉମାକାନ୍ତ ନାୟକ କରୋନାରେ ଗୁରୁତର ଭାବେ ଆକ୍ରାନ୍ତ ହେଇ ଭୁବନେଶ୍ୱର ସମ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି | ତାଙ୍କର ଫୁସଫୁସ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ | ତାଙ୍କର ଆର୍ଥିକ ଅବସ୍ଥା ଏତେଟା ସ୍ୱଚ୍ଛଳ ନୁହେଁ | ତାଙ୍କୁ ସହାୟତା କରିବାକୁ ତାଙ୍କ ପରିବାର ଅନୁରୋଧ କରିଛନ୍ତି | ଆପଣମାନଙ୍କ ସହଯୋଗ ହିଁ ଗୋଟେ ଅମୂଲ୍ୟ ଜୀବନ ବଂଚେଇବା ପାରିବ | ନିମ୍ନଲିଖିତ
ଆକାଉଣ୍ଟ ନମ୍ବରରେ ଆପଣମାନେ ସହାୟତା କରିପାରିବେ |

ACCOUNT NO.: 34961528923
NAME : SAMRAT KUMAR NAYAK (NEPHEW)
IFSC CODE: SBIN0012058
STATE BANK OF INDIA, MARSHAGHAI
PHONE PAY/GOOGLE PAY: 9178443693

 

Related Articles

Leave a Reply

Your email address will not be published.

Back to top button