କ୍ରୀଡ଼ା
Get latest and breaking news on Odisha. Get latest updates on politics, events, entertainment, food, sports and weather from Bastabbadi News.
-
ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତ ‘ଏ’ ଦଳ ଘୋଷଣା: ଧ୍ରୁବ ଜୁରେଲ ହେଲେ ଅଧିନାୟକ
ନୂଆଦିଲ୍ଲୀ: ଆଗାମୀ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପକ୍ଷରୁ ଭାରତ ‘ଏ’ ଦଳର ଘୋଷଣା କରାଯାଇଛି। ଏହି ଗସ୍ତରେ ଟିମ୍ ଇଣ୍ଡିଆ…
Read More » -
ଭାରତୀୟ ମହିଳା କ୍ରିକେଟ ନେତୃତ୍ୱ ପଦରୁ ଓହରିଲେ ହରମନପ୍ରୀତ କୌର
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ସଫଳ ତଥା ଅଭିଜ୍ଞ ଅଧିନାୟିକା ହରମନପ୍ରୀତ କୌର ସବୁ ଫର୍ମାଟ୍ର ଅଧିନାୟକ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ୩୭…
Read More » -
ଟିମ୍ ଇଣ୍ଡିଆକୁ ଫେରିଲେ ଭୁବନେଶ୍ୱର କୁମାର
ନୂଆଦିଲ୍ଲୀ: ଭାରତୀୟ ଦଳର ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ପୁଣି ଥରେ ଟିମ୍ ଇଣ୍ଡିଆକୁ ଫେରିଛନ୍ତି। ତାଙ୍କ ସହିତ ଭାରତ ପାଇଁ ଖେଳିସାରିଥିବା କୃଣାଲ ପାଣ୍ଡ୍ୟା…
Read More » -
ମେରୀ କମଙ୍କ ପରେ ଭାରତ ପାଇଁ ଲଭଲିନା ଜିତିଲେ ସ୍ଵର୍ଣ୍ଣ
ନୂଆଦିଲ୍ଲୀ: ଲଭଲିନା ବୋରଗୋହେନ୍ ୨୦୨୬ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ମହିଳା ୭୫ କିଲୋଗ୍ରାମ ଇଭେଣ୍ଟର ଫାଇନାଲରେ ଚୀନ୍ ବକ୍ସର ବାଓ ଜିଏୟୀଙ୍କୁ ୫-୦ରେ…
Read More » -
ଏସୀୟ କ୍ରୀଡ଼ା ହକି: ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ
ନୂଆଦିଲ୍ଲୀ: ୨୦୨୬ ଏସୀୟ କ୍ରୀଡ଼ା ପୁରୁଷ ହକିର ଅତି ରୋମାଞ୍ଚକର ସେମିଫାଇନାଲ ମ୍ୟାଚ୍ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪-୩ ଗୋଲ୍ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଭାରତ।…
Read More » -
ଏସୀୟ କ୍ରୀଡ଼ା ୨୦୨୬: ଶ୍ରୀଲଙ୍କାକୁ ୧୨୪ ରନ୍ରେ ନିପାତ କରି ଫାଇନାଲରେ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା-୨୦୨୬ ପୁରୁଷ କ୍ରିକେଟ୍ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ। ଆଜି ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତୀୟ…
Read More » -
ଏସୀୟ କ୍ରୀଡ଼ା ୨୦୨୬: ଜାଭେଲିନ୍ରେ ଯଶବୀରଙ୍କୁ ରୌପ୍ୟ, ରୋହିତଙ୍କୁ କାଂସ୍ୟ
ନୂଆଦିଲ୍ଲୀ: ୨୦୨୬ ଏସୀୟ କ୍ରୀଡ଼ାରେ ଆଜି ପୁରୁଷ ଜାଭେଲିନ୍ ଇଭେଣ୍ଟରେ ଭାରତକୁ ଦୁଇଟି ପଦକ ମିଳିଛି। ଯଶବୀର ସିଂହ ୮୫.୭୨ ମିଟରର ଶ୍ରେଷ୍ଠ ଥ୍ରୋ ସହିତ ରୌପ୍ୟ…
Read More » -
ଏସୀୟ କ୍ରୀଡ଼ା: କ୍ୱାର୍ଟରଫାଇନାଲରେ ଆଫଗାନିସ୍ତାନକୁ ଭେଟିବ ଭାରତ
ନୂଆଦିଲ୍ଲୀ: ୨୦୨୬ ଏସୀୟ କ୍ରୀଡ଼ା କ୍ରିକେଟ୍ ଇଭେଣ୍ଟର ଲିଗ୍ ପର୍ଯ୍ୟାୟ ସମାପ୍ତ ହେବା ସହ କ୍ୱାର୍ଟରଫାଇନାଲ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତାକାଲି ଖେଳାଯିବାକୁ ଥିବା କ୍ୱାର୍ଟରଫାଇନାଲ ମ୍ୟାଚ୍ରେ…
Read More » -
କ୍ରିକେଟ୍ରେ ନେପାଳର ବିଜୟ: କ୍ରିକେଟରେ ଆଫଗାନିସ୍ତାନକୁ ପରାସ୍ତ କଲା ନେପାଳ
ନୂଆଦିଲ୍ଲୀ: ୨୦୨୬ ଏସୀୟ କ୍ରୀଡ଼ାରେ ଏକ ବଡ଼ ବିପର୍ଯ୍ୟୟ ଘଟାଇଛି ନେପାଳ। କ୍ରିକେଟ୍ ମ୍ୟାଚ୍ରେ ଶକ୍ତିଶାଳୀ ଆଫଗାନିସ୍ତାନକୁ ୫ ୱିକେଟ୍ରେ ପରାସ୍ତ କରି ନେପାଳ ସମସ୍ତ କ୍ରିକେଟ…
Read More » -
ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆର ବିପର୍ଯ୍ୟୟ: ଟିମ୍ ଇଣ୍ଡିଆ ଦୃଢ ସ୍ଥିତିରେ
ନୂଆଦିଲ୍ଲୀ: ପ୍ରଥମ ଅଣଆନୁଷ୍ଠାନିକ ଟେଷ୍ଟ ମ୍ୟାଚ୍ରେ ଭାରତ ଏ’ ଏକ ବଡ଼ ଅଗ୍ରଣୀ ହାସଲ କରିଛି। ମ୍ୟାଚ୍ର ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ଏ’ର ପ୍ରଥମ ଇନିଂସ ୧୭୧…
Read More »