ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୩ଟା ସୁଦ୍ଧା ୭୮.୬୮ ପ୍ରତିଶତ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଅପରାହ୍ନ ୩ଟା ସୁଦ୍ଧା ୭୮.୬୮ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ଆଠଟି ଜିଲ୍ଲାର ୧୪୨ଟି ବିଧାନସଭା ଆସନରେ ଭୋଟ ଦେବା ପାଇଁ ଲମ୍ବା ଧାଡ଼ି ସୃଷ୍ଟି ହୋଇଥିଲା। ତଥାପି, ପ୍ରଥମ ପର୍ଯ୍ୟାୟ ତୁଳନାରେ ମତଦାନର ଗତି ଟିକେ ଧୀର ଥିଲା। ପୂର୍ବ ବର୍ଦ୍ଧମାନରେ ସର୍ବାଧିକ ୮୩.୧୧ ପ୍ରତିଶତ ମତଦାନ ହୋଇଥିବା ବେଳେ ହୁଗୁଳିରେ ୮୦.୭୭ ପ୍ରତିଶତ ମତଦାନ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button