ସୋନୁ ସୁଦଙ୍କୁ କରୋନା

ମୁମ୍ବାଇ:  ବଲିଉଡ୍ ଅଭିନେତା ସୋନୁ ସୁଦ କରୋନାରେ ସଂକ୍ରମିତ ହୋଇଛନ୍ତି। କରୋନା ମହାମାରୀ ପାଇଁ ଦେଶରେ ଲକଡାଉନ୍ ସମୟରେ ଅନେକ ପ୍ରବାସୀ ଶ୍ରମିକ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ରିୟଲ ହିରୋଙ୍କୁ  କରୋନା ନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ସୋନୁ ସୁଦ୍ ଏକ ପୋଷ୍ଟ ସେୟାର କରିଥିଲେ  । ଏଥିରେ ସେ ଲେଖିଥିଲେ ଯେ, ସୁରକ୍ଷା ଦୃଷ୍ଟିରୁ ସେ ନିଜକୁ କ୍ୱାରେଣ୍ଟାଇନ୍ କରିଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, କରୋନା ପଜିଟିଭ୍ । ମୁଡ୍ ଓ ସ୍ପିରିଟ୍ ସୁପର୍ ପଜିଟିଭ୍ । ସମସ୍ତଙ୍କୁ ନମସ୍କାର । ଶନିବାର ସକାଳେ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଛି ।

Related Articles

Leave a Reply

Your email address will not be published.

Back to top button