କର୍ଡନ ପାସ ପାଇଁ ରଥଯାତ୍ରା ବିଶୃଙ୍ଖଳା ହୋଇନାହିଁ: ମନ୍ତ୍ରୀ

ଭୁବନେଶ୍ୱର: ରଥଯାତ୍ରା କର୍ଡନ ପାସ ଆରୋପ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ପୂର୍ବରୁ ରଥଯାତ୍ରାରେ ୪ ହଜାରରୁ ଅଧିକ କର୍ଡନ ପାସ ଦିଆଯାଉଥିଲା । ଚଳିତ ବର୍ଷ ଏହି ପାସକୁ ଅଢେଇ ହଜାରରେ ସୀମିତ ରଖିଥିଲୁ । ସମୁଦାୟ ୨୪ ହଜାର ୭୫୦ ପାସ ଇସ୍ୟୁ କରାଯାଇଛି । ରଥଯାତ୍ରାର ଆବଶ୍ୟକତା ଦେଖି ଜିଲ୍ଲାପାଳ ପାସ ଇସ୍ୟୁ କରନ୍ତି । ପାସ ପାଇଁ ଚଳିତ ବର୍ଷ ରଥଯାତ୍ରାରେ କୌଣସି ବିଶୃଙ୍ଖଳା ହୋଇନାହିଁ ।