ରାଜ୍ୟରେ ପ୍ରବଳ ବର୍ଷା ପାଇଁ ଘୁଞ୍ଚିଲା ୟୁଜି ଏବଂ ପିଜି ନାମଲେଖା ତାରିଖ

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳ ପାଣି ଘେରରେ ରହିଛି। ଏପରି ପରିସ୍ଥିତିରେ ଛାତ୍ରଛାତ୍ରୀମାନେ ନାମଲେଖା ତାରିଖକୁ ରାଜ୍ୟ ଶିକ୍ଷା ବିଭାଗ ଘୁଞ୍ଚାଇ ଦେଇଛି। ଏଥିରେ କେବଳ ୟୁଜି ଏବଂ ପିଜି ନାମଲେଖା ତାରିଖକୁ ବଢାଇ ଦିଆଯାଇଛି। ପୂର୍ବରୁ ଯେଉଁ ଶେଷ ତାରିଖ ସେଥିରେ ପରିବର୍ତ୍ତନ କରାଯାଇ ଅଗଷ୍ଟ 5 ତାରିଖକୁ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ୟୁଜି ଦ୍ବିତୀୟ ପର୍ଯ୍ୟାୟ ଚୟନନନନ ଏବଂ ପିଜିର ପ୍ରଥମ ପର୍ଯ୍ୟାୟ ଚୟନ ବାକି ରହିଛି। ଯାହା ବର୍ତ୍ତମାନ ଅଗଷ୍ଟ ପାଞ୍ଚ ତାରିଖରେ ହେବ ବୋଲି ଘୋଷଣା କରାଯାଇଛି।

Related Articles

Leave a Reply

Your email address will not be published.

Back to top button