ଏସୀୟ କ୍ରୀଡ଼ାରେ ପ୍ରଥମ ପଦକ ଜିତିବା ପାଇଁ ଲାଇଟ୍ ୱେଟ୍ ମେନ୍ସ ଡବଲ୍ ସ୍କଲ୍ସ ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସୀୟ କ୍ରୀଡ଼ା ୨୦୨୨ରେ ଭାରତ ପାଇଁ ପ୍ରଥମ ପଦକ ଭାବେ ରୌପ୍ୟ ଜିତିଥିବା ଲାଇଟ୍ ୱେଟ୍ ଡବଲ୍ ସ୍କଲ୍ସ ପୁରୁଷ ଦଳକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ଅବିଶ୍ୱସନୀୟ ପ୍ରଦର୍ଶନ କରିଥିବା ଅର୍ଜୁନ ଲାଲ ଜଟ୍ ଏବଂ ଅରବିନ୍ଦ ସିଂଙ୍କ ଯୋଡ଼ିକୁ ଶୁଭେଚ୍ଛା ଜଣାଇବା ସହ ଆମ ଦେଶର ସଫଳତା ଏବଂ ଗୌରବକୁ ନିରନ୍ତର ଭାବେ ଏପରି ଆଗକୁ ବଢ଼ିବାକୁ କାମନା କରିଛନ୍ତି!

Related Articles

Leave a Reply

Your email address will not be published. Required fields are marked *

Back to top button