ପାଟି ଦୁର୍ଗନ୍ଧରୁ ମୁକ୍ତି ପାଇବାର ଉପାୟ

ସୁନ୍ଦର ସୁସ୍ଥ ଶରୀର ସମସ୍ତେ ଚାହାନ୍ତି । ଏହା ସହ ଶରୀର ଦୁର୍ଗନ୍ଧ କଲେ ସମସଙ୍କୁ ପାଖରେ ବସିବାକୁ ଖରାପ ଲାଗିଥାଏ । ଖାସ୍ କରି ପାଟି ଦୁର୍ଗନ୍ଧ କରେ । କାହା ସହ କଥା ହେବାକୁ ଖରାପ ଲାଗିଥାଏ । ଏଥିରୁ କିଭଳି ମୁକ୍ତି ପାଇବା ଆସନ୍ତୁ ଜାଣିବା:
. ପାନମଧୁରୀ ଓ ମିଶିରି ମିଶାଇ ଖାଇବା ଦ୍ୱାରା ମୁଖ ଦୁର୍ଗନ୍ଧ ଦୂର ହୋଇଥାଏ । ମିଶିରି ଖାଇବା ଦ୍ୱାରା ପାଟିର ବ୍ୟାକ୍ଟେରିଆ ଦୂର ହୋଇଥାଏ ।
. ଗୋଟେ ଗ୍ଲାସ ପାଣିରେ ମିଣିରି ମିଶାଇ ପିଇବା ଦ୍ୱାରା ପାଟି ଦୁର୍ଗନ୍ଧ ଦୂର ହୁଏ ।. ଖାଦ୍ୟ ଖାଇସାରିବା ପରେ ପାନ ମଧୁରୀ ଖାଇଲେ ଭଲ ।
. ବାହାରକୁ ଯିବା ସମୟରେ ପାଟିରେ ଲବଙ୍ଗ ଜାକନ୍ତୁ । ପାଟି ଦୁର୍ଗନ୍ଧ ଦୂର ହୁଏ ।
. ରାତିରେ ଶୋଇବା ପୂର୍ବରୁ ବ୍ରଶ୍ କରି ଦିଅନ୍ତୁ ।

Related Articles

Leave a Reply

Your email address will not be published.

Back to top button