ଅଫିସ୍ ଟେବୁଲରେ ରଖନ୍ତୁ ଏହି ଜିନିଷ

ସମସ୍ତେ ଚାକିରି ଓ ବ୍ୟବସାୟରେ ଉନ୍ନତି ଚାହାନ୍ତି । ଏଥିପାଇଁ ବାସ୍ତୁଶାସ୍ତ୍ର ଅନୁସାରେ ଅଫିସ୍ ଟେବୁଲରେ କିଛିଟା ପରିବର୍ତ୍ତନ ଆଣିବା ଦରକାର ।
– ଟେବୁଲର ଉତ୍ତର ଦିଗରେ ପାଣି ବୋତଲ ରଖନ୍ତୁ ।
– କାମ ସମ୍ବନ୍ଧୀୟ ଫାଇଲ ତଥା ବହିକୁ ଟେବୁଲର ଡାହାଣ ପାଶ୍ୱର୍ରେ ରଖନ୍ତୁ ।


– ଟେବୁଲ ଉପରେ କୌଣସି ଗଛ ରଖିପାରିବେ ।
– ସେହିପରି ଭଗବାନଙ୍କ ଫଟୋ ରଖିବାକୁ ଚାହୁଁଥିଲେ, ଉତ୍ତର ଦିଗରେ ରଖନ୍ତୁ ।

Related Articles

Leave a Reply

Your email address will not be published.

Back to top button