କାର୍ତ୍ତିକ ମାସର ବର୍ଜନୀୟ କାମ

ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ । ଶାସ୍ତ୍ର ଅନୁସାରେ ଏହି ମାସ ଭଗବାନ କାର୍ତ୍ତିକଙ୍କୁ ସମର୍ପିତ । ଏହିଦିନ ବ୍ରତ, ତପର ବିଶେଷ ମହତ୍ତ୍ୱ ଅଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ମାସରେ କେତେକ କାମ ବର୍ଜନୀୟ ।
– ଏହି ମାସରେ ଶରୀରରେ ତେଲ ଲଗାଇବା ମନା । ନରକ ଚତୁର୍ଥୀ ଦିନ ତେଲ ଲଗାଇପାରିବେ ।
– ସେହିପରି ଖାଦ୍ୟରେ ବାଇଗଣ, କଲରା, ଦହିକୁ ସାମିଲ କରାଯାଏ ନାହିଁ ।
– ତାମଷିକ ଭୋଜନ ଖାଇବା ଉଚିତ ନୁହେଁ । ଏଣୁ ପିଆଜ, ରସୁଣ ସହ ଆମିଷ ମଧ୍ୟ ଖାଇବା ମନା ।
– କାର୍ତ୍ତିକ ମାସରେ ଜିରା ଖାଇବା ବର୍ଜନୀୟ ।
– ଏହି ମାସରେ କୋଳଥ ଡାଲି ଖିଆଯାଏ ନାହିଁ ।

Related Articles

Leave a Reply

Your email address will not be published.

Back to top button