କୋର୍ଟକୁ ବୋମା ଧମକ ମିଛ: ମନ୍ତ୍ରୀ ପୃଥିରାଜ ହରିଚନ୍ଦନ

ଭୁବନେଶ୍ୱର: କୋର୍ଟକୁ ବୋମା ଧମକ ଘଟଣାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି, କୋର୍ଟକୁ ଆସିଥିବା ମେଲ ମିଥ୍ୟା ଓ ହୋକ୍ସ ମେଲ । ଏହାକୁ ନେଇ ଆତଙ୍କିତ ହେବାର କାରଣ ନାହି । ରାଜ୍ୟ ନୁହେଁ, ଦେଶର ଅନ୍ୟ କୋର୍ଟକୁ ବି ଧମକ ମିଳିଛି । ଏହି ଧମକକୁ ନେଇ ଆତଙ୍କିତ ହେବାର ନାହିଁ । ଧମକ ମିଳିବା ପରେ କୋର୍ଟରେ ଯାଞ୍ଚ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ଦେଇ ସାରିଛନ୍ତି, ଚିହ୍ନଟ କରାଯିବ । ଡିଜିପି ଓ ଅନ୍ୟାନ୍ୟ ସ୍କ୍ୱାଡ ଯାଞ୍ଚ ପରେ କୋର୍ଟରେ କାର୍ଯ୍ୟ ଆରମ୍ଭ ହୋଇଛି । କିଏ ଏମିତି ବୋମା ଧମକ ଦେଇଛି ଧରାଯିବ । ତଦନ୍ତ ପରେ ଦୋଷୀଙ୍କୁ ଦଣ୍ଡବିଧାନ କରାଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button