୧୭ରେ ଓଡ଼ିଶା ଆସିବେ ହେମା ମାଳିନୀ

ଭୁବନେଶ୍ୱର: ବିଜେପି ଫୋକସରେ ଏବେ ରହିଛି ଓଡ଼ିଶା । ସେଥିପାଇଁ କେନ୍ଦ୍ରୀୟ ବେଜେପି ନେତୃବୃନ୍ଦ ଏବେ ଓଡ଼ିଶା ମୁହାଁ ହୋଇଛନ୍ତି । ଆଜି ଅମିତ ଶାହା ଓ ଜେ.ପି ନଡ୍ଡା ଓଡିଶା ଆସୁଥିବାବେଳେ  ଆସନ୍ତା ୧୭ ତାରିଖ ଦିନ ବଲିଉଡ ଅଭିନେତ୍ର ହେମା ମାଳିନୀ ଓଡ଼ିଶା ଆସୁଛନ୍ତି । ହେମା ମାଳିନୀ ରାଜ୍ୟର ୩ଟି ସ୍ଥାନରେ ସାଧାରଣ ସଭାରେ ଯୋଗଦେବେ । ଉତ୍ତରଭୁବନେଶ୍ୱର, ପିପିଲି ଓ କିଶନନଗରରେ ହେବାକୁ ଥିବା ସମାବେଶରେ ସେ ଯୋଗଦେବେ । ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button