ଘୋଷଣା କଲା ବିଜେଡିର 3ୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତାହାର ତୃତୀୟ ପର୍ଯ୍ୟାୟ ପ୍ରାର୍ଥି ତାଲିକା ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେଗୁଡିକ ହେଲା ରେଙ୍ଗାଲି-ସୁଦର୍ଶନ ହରିପାଲ, ରାଉରକେଲା- ସାରଦା ନାୟକ, ରାଇରଙ୍ଗପୁର- ରାଇସି ମୁର୍ମୁ, ବୀରମିତ୍ରପୁର- ରୋହିତ ଯୋଶେଫ ତିର୍କି, କେଉଁଝର-ମୀନା ମାଝି, ବାରବାଟୀ କଟକ- ପ୍ରକାଶ ବେହେରା, ବାଲେଶ୍ବର- ସ୍ବରୂପ ଦାସ, ସାଲେପୁର- ପ୍ରଶାନ୍ତ ବେହେରା, ଜୟଦେବ- ନବକିଶୋର ମଲ୍ଲିକ, ଆଜି ବିଜେଡି ମାତ୍ର 9ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।

Related Articles

Leave a Reply

Your email address will not be published.

Back to top button