ବିଜେଡି ପୁଣି ଘୋଷଣା କଲା ବାକି ଥିବା ଲୋକସଭା ପ୍ରାର୍ଥୀଙ୍କ ନାମ

ଭୁବନେଶ୍ବର: ବିଜେଡି ଆଜି ପୁଣି ବାକିଥିବା ଲୋକସଭା ଆସନର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଯେଉଁ ଛଅଟି ଆସନର ପ୍ରାର୍ଥୀ ଘୋଷଣା ହୋଇଛି ସେମାନେ ହେଲେ ପୁରୀ- ଅରୂପ ପଟ୍ଟନାୟକ, କନ୍ଧମାଳ- ଅଚ୍ୟୁତ ସାମନ୍ତ, କଟକ- ସନ୍ତୃପ୍ତ ମିଶ୍ର, ଢେଙ୍କାନାଳ- ଅବିନାଶ ସାମଲ, ଜଗତସିଂହପୁର- ରାଜଶ୍ରୀ ମଲ୍ଲିକ ଓ ଯାଜପୁର- ଶର୍ମିଷ୍ଠା ସେଠୀ।

Related Articles

Leave a Reply

Your email address will not be published.

Back to top button