ପାକିସ୍ତାନରେ ପାର୍ସପୋର୍ଟ ସଙ୍କଟ: ପେପର୍‌ ଅଭାବରୁ ବନ୍ଦ ହୋଇଗଲା ପାର୍ସପୋର୍ଟ ଛାପିବା

ଇସଲାମବାଦ: ଆର୍ଥିକ ଅଚଳାବସ୍ଥା ଦେଇ ଗତି କରୁଛି ପାକିସ୍ତାନ। ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦାମ ହୁ ହୁ ହୋଇ ବଢିବା ସହ ଦେଶରେ ମୁଦ୍ରାସ୍ପୀତି ଦେଖାଦେଇଛି। ସେହିପରି ଇନ୍ଧନ ଅଭାବ ହେତୁ ପାକିସ୍ତାନର ଏଆରଲାଇନ୍ସ ବନ୍ଦ ହେବା ପରିସ୍ଥିତିରେ ପହଞ୍ଚିଛି। ବର୍ତ୍ତମାନ ପାକିସ୍ତାନରେ ଲାମିନେସନ ପେପରର ଅଭାବ ଯୋଗୁ ପାସପୋର୍ଟ ସଙ୍କଟ ଦେଖା ଦେଇଛି। ସୂଚନାଯୋଗ୍ୟ, ପାକିସ୍ତାନରେ ପାସପୋର୍ଟ ପାଇଁ ଲାମିନେସନ ପେପର ଫ୍ରାନ୍ସରୁ ମଗା ଯାଇଥାଏ। ଏବେ ଏହି ପେପରର ଅଭାବ ଯୋଗୁ ପାର୍ସପୋର୍ଟ ପ୍ରସ୍ତୁତିରେ ସମସ୍ୟା ଦେଖାଦେଇଛି।

Related Articles

Leave a Reply

Your email address will not be published.

Back to top button