ଶ୍ରୀମନ୍ଦିରରେ ଠେଲାପେଲା

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିରରେ ପ୍ରବଳ ଗହଳି । ଠେଲାପେଲାରେ ୩୦ରୁ ଭକ୍ତ ଆହତ । ଶ୍ରୀମନ୍ଦିରରେ ମଙ୍ଗଳ ଆଳତି ସମୟରେ ଠେଲାପେଲାରେ ଗୁରୁତର ହୋଇଛନ୍ତି । ଘଣ୍ଟିଦ୍ୱାର ଓ ସାତପାହାଚରେ ଠେଲାପେଲା ହୋଇଥିବା ସୂଚନା । ଚିକିତ୍ସା ପରେ ସମସ୍ତେ ଫେରିଯାଇଥିବା ସୂଚନା । ସୂଚନା ଥାଉକି, ଶ୍ରୀମନ୍ଦିରରେ ମଙ୍ଗଳଆଳତୀ ସମୟରେ ଠେଲାପେଲା ହୋଇଥିଲା । ଫଳରେ ବହୁ ହବିଷ୍ୟାଳୀଙ୍କ ଭିଡ ଲାଗିଥିଲା । ସାତପାହାଚ ନିକଟରେ ହଜାର ହଜାର ଭକ୍ତଙ୍କ ଗହଳି ଓ ଠେଲାପେଲା ହୋଇଥିଲା । କିଛି ଆହତଙ୍କୁ ଶ୍ରୀମନ୍ଦିର ଭିତରେ ଥିବା କାର୍ୟ୍ୟାଳୟ ରଖାଯାଇଥିଲା । ପରେ ସେମାନଙ୍କୁ ପର୍ୟ୍ୟାୟ କ୍ରମେ ଛଡାଯାଇଛି । ସେପଟେ ଠେଲାପେଲା ହୋଇନଥିବା ସ୍ପଷ୍ଟ କରିଛି ପୋଲିସ ।

Related Articles

Leave a Reply

Your email address will not be published.

Back to top button