ନମୋ ଆପରେ ସ୍ୱଦେଶୀ ଉତ୍ପାଦ ସହ ସେଲଫି ସେୟାର କରିବାକୁ ନାଗରିକଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଥାନୀୟ ଉତ୍ପାଦଗୁଡ଼ିକର ପ୍ରଚାର ପ୍ରସାର ଉପରେ ଏକ ପ୍ରେରଣାଦାୟୀ ଭିଡିଓ ସେୟାର କରି କହିଛନ୍ତି ଯେ ଭୋକାଲ୍ ଫର୍ ଲୋକାଲ୍ ଅଭିଯାନ ସମଗ୍ର ଦେଶରେ ଦ୍ରୁତ ଗତିରେ ଚାଲିଛି। ନମୋ ଆପରେ ସ୍ୱଦେଶୀ ଉତ୍ପାଦ ସହ ସେଲ୍ଫି ସେୟାର କରିବା ଏବଂ ୟୁପିଆଇ ମାଧ୍ୟମରେ ଦେୟ ପଇଠ କରିବାକୁ ଶ୍ରୀ ମୋଦୀ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘‘ସାରା ଦେଶରେ ଭୋକାଲ୍ ଫର୍ ଲୋକାଲ ଆନ୍ଦୋଳନ ଜୋର ଧରିଛି ।’’

Related Articles

Leave a Reply

Your email address will not be published.

Back to top button