ନିଜ ଦ୍ୱାରା ଲିଖିତ ଗରବା ଗୀତ ପରିବେଷଣ ପାଇଁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କଳାକାର ଧବନୀ ଭାନୁଶାଲି, ତନିସ୍କ ବାଗଚି ଏବଂ ଜଷ୍ଟ ମ୍ୟୁଜିକ୍‌ର ଦଳକୁ ତାଙ୍କ ଦ୍ୱାରା କିଛି ବର୍ଷ ଜଳେ ଲିଖିତ ଗରବା ସଂଗୀତକୁ ପରିବେଷଣ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଆଗାମୀ ନବରାତ୍ରି ସମୟରେ ଏକ ନୂତନ ଗରବା ଅଂଶୀଦାର କରିବେ ବୋଲି ସେ ସୂଚନା ଦେଇଛନ୍ତି। ନରେନ୍ଦ୍ର ମୋଦୀ X ରେ ପୋଷ୍ଟରେ ଲେଖିଛନ୍ତି ଯେ, “ଧନ୍ୟବାଦ @dhvanivinod, Tanishk Bagchi and the team of @Jjust_Music ମୁଁ କିଛି ବର୍ଷ ପୂର୍ବରୁ ଲେଖିଥିବା ଏକ ଗରବାର ଏହି ସୁନ୍ଦର ପ୍ରଦର୍ଶନ ପାଇଁ! ଏହା ଅନେକ ସ୍ମୃତି ଫେରାଇ ଆଣିଛି। ମୁଁ ବର୍ତ୍ତମାନ ଅନେକ ବର୍ଷ ହେଲା ଲେଖି ନାହିଁ କିନ୍ତୁ ଗତ କିଛି ଦିନ ମଧ୍ୟରେ ମୁଁ ଏକ ନୂତନ ଗରବା ସଙ୍ଗୀତ ଲେଖିବାରେ ସଫଳ ହୋଇଛି, ଯାହା ମୁଁ ନବରାତ୍ରି ସମୟରେ ଅଂଶୀଦାର କରିବି।  #SoulfulGarba”

Related Articles

Leave a Reply

Your email address will not be published. Required fields are marked *

Back to top button