ସାରା ଦେଶରେ ରେଳ ଷ୍ଟେସନର ନବୀକରଣ ଆମ ସରକାରଙ୍କ ପ୍ରାଥମିକତା: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗ୍ୱାଲିୟର ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ଚାଲିଥିବା କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଏକ ଏକ୍ସ ପୋଷ୍ଟକୁ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ବହୁତ ଭଲ! ସାରା ଦେଶରେ ରେଳ ଷ୍ଟେସନର ନବୀକରଣ କରିବା ଆମ ସରକାରଙ୍କ ପ୍ରାଥମିକତା। ଅତ୍ୟାଧୁନିକ ସୁବିଧା ସହ ଗ୍ୱାଲିୟର ରେଳ ଷ୍ଟେସନର ବିକାଶ ହେବା ଫଳରେ ଲୋକଙ୍କ ଯାତ୍ରା ଆହୁରି ସହଜ ହେବ।’

Related Articles

Leave a Reply

Your email address will not be published.

Back to top button