ମା’ ସମଲେଶ୍ୱରଙ୍କ ମନ୍ଦିରରେ ପହଞ୍ଚିଲା ନୂଆଁଧାନ

ଭୁବନେଶ୍ବର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପର୍ବ ପାଇଁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରଙ୍କ ମନ୍ଦିରରେ ଆଜି ପହଞ୍ଚିଛି ନୂଆଁଧାନ । ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାଏ ପରମ୍ପରା ଅନୁସାରେ ନୂଆଁଧାନ ଗ୍ରହଣ କରିଛନ୍ତି । ସେହି ନୂଆଁଧାନରୁ ପ୍ରସ୍ତୁତ ଚାଉଳକୁ ନୂଅଁଖାଇ ଦିନ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି କରାଯିବ । ଏହା ପରେ ପଶ୍ଚିମ ଓଡ଼ିଶାରେ ଘରେ ଘରେ ନୂଆଁଖାଇବାର ପରମ୍ପରା ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button