ଜାଗା ପାଇଁ ବିଏମ୍‌ସିକୁ ଦେବାକୁ ପଡିବ ଟଙ୍କା

ଭୁବନେଶ୍ବର : ବସ୍ତିବାସିନ୍ଦାଙ୍କୁ ଜାଗା ଦେବା ପ୍ରସଙ୍ଗ । ୩୮୩ ବର୍ଗ ସ୍ଥାନ ପରେ ଅଧିକ ଜାଗା ପାଇଁ ବିଏମସିକୁ ଦେବେ ଟଙ୍କା । ଏଥିପାଇଁ ୬ଟି ପ୍ରିମିୟମ୍ କରାଯାଇଛି । ୬ ମାସ ମଧ୍ୟରେ ପ୍ରିମିୟମ୍ ଟଙ୍କା ଦେଇପାରିବେ ବସ୍ତିବାସିନ୍ଦା । ବିଏମସି ପକ୍ଷରୁ ଦିଆଯାଇଥିବା ପଟ୍ଟା ପୁରା ଠିକ୍ । ଏହାକୁ ଫେରାଇବା ପାଇଁ କୌଣସି ନିଷ୍ପତ୍ତି ହୋଇନାହିଁ । ପ୍ରଥମ ପର୍ୟ୍ୟାୟରେ ୫୧୦୦୦ ପଟ୍ଟା ଦିଆ ଯାଇଥିବାବା ବେଳେ ଅକ୍ଟୋବରରେ ଦ୍ଵିତୀୟ ପର୍ୟ୍ୟାୟ ଆରମ୍ଭ ହେବ । ଏ ନେଇ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ଜମି ପଟ୍ଟା ଦେଖାଇ ବ୍ୟାଙ୍କରୁ ଋଣ ନେଇପାରିବେ ଘର ତିଆରି କରିପାରିବେ । କିନ୍ତୁ ଯାଗା ବିକ୍ରି କରିପାରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button