କାର ଏବଂ ସ୍କୁଲ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ୬ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗାଜିଆବାଦର ଜାତୀୟ ରାଜପଥରେ ଏକ ବସ୍ ଏବଂ କାର ମଧ୍ୟରେ ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ସ୍କୁଲ ବସରେ କୌଣସି ଛାତ୍ର ନଥିବା କୁହାଯାଉଛି। ବସଟି ଭୁଲ ଦିଗରୁ ଆସୁଥିଲା। ଏହି ପ୍ରସଙ୍ଗରେ ଟ୍ରାଫିକ ଅଧିକାରୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ଏହି ମାମଲାରେ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ୬ ଜଣଙ୍କର ମୃତ୍ୟୁ ହୋଇଛି।

Related Articles

Leave a Reply

Your email address will not be published.

Back to top button