ଭୁବନେଶ୍ୱରରେ ହେବାକୁ ଥିବା ଓଡ଼ିଶା ଟେକ୍ସ -୨୦୨୫ର ପ୍ରସ୍ତୁତି ସମୀକ୍ଷା କଲେ ଶିଳ୍ପମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ପୂର୍ବ ଭାରତର ବୃହତ୍ତମ ବସ୍ତ୍ର ପ୍ରଦର୍ଶନୀ ଓଡ଼ିଶା ଟେକ୍ସ -୨୦୨୫ର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ। ଲୋକସେବା ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବସ୍ତ୍ର ପ୍ରଦର୍ଶନୀର ସଫଳ ଆୟୋଜନ ଏବଂ ବସ୍ତ୍ର ନିର୍ମାଣ କ୍ଷେତ୍ରରେ କିପରି ଅଧିକରୁ ଅଧିକ ପୁଞ୍ଜି ନିବେଶକାରୀ ଆକୃଷ୍ଟ ହେବେ ସେଥିପାଇଁ ପ୍ରାଧାନ୍ୟ ଦେଇଥିଲେ। ବୈଠକରେ ବିଭାଗୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ । ଏହି ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button