ନୂଆଦିଲ୍ଲୀ: ଭି.ଡି. ସତୀଶନକେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ନେଇ ସ୍ପଷ୍ଟ ହୋଇଛି। କେରଳ କଂଗ୍ରେସ ପ୍ରଭାରୀ ଦୀପା ଦାସମୁନସି ଗୁରୁବାର ଆନୁଷ୍ଠାନିକ ଭାବେ ଏହି ଘୋଷଣା କରିଛନ୍ତି।…