ମା’ପୁଅଙ୍କ ଝୁଲନ୍ତା ମୃତଦେହ ଠାବ

ଭୁବନେଶ୍ବର: ସମ୍ବଲପୁର ଜିଲ୍ଲା ଅଇଠାଁପାଲି ଥାନା ଅନ୍ତର୍ଗତ ଟାଙ୍ଗରପାଲିରେ  ଘର ଭିତରୁ ମାଆ ଓ ପୁଅଙ୍କ ଝୁଲନ୍ତା ମୃତଦେହ ଠବ ହୋଇଛି। ପାରିପାର୍ଶ୍ବିକ ସ୍ଥିତିରୁ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦହ କରୁଛି। ଘର ଭିତରୁ ଦୁର୍ଗଦ୍ଧ ବାହାରିବାରୁ ପୁଲସକୁ ଖବର ଦେଇଥିଲେ ସ୍ଥାନୀୟଲୋକେ।  ଘରେ କେହି ନଥିବା ବେଳେ ଆତ୍ମହତ୍ୟା କରିଥିବା ସୂଚନା । ତେବେ କେଉଁ କାରଣ ପାଇଁ ଏଭଳି ପଦକ୍ଷେପ ନେଲେ କାରଣ ଅସ୍ପଷ୍ଟ ।ଖବର ପାଇ ଘଟଣା ସ୍ଥଳରେ ଅଇଠାଁପାଲି ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button