Administrator
-
ଦେଶ
୪ ହଜାର ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ: ଆଜି ଦେଶରେ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୪,୦୦୦ ତଳେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୭,୦୦୦ ତଳେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ…
Read More » -
Breaking News
କମିବ ଖାଇବା ତେଲ ଦର
ନୂଆଦିଲ୍ଲୀ : ଖାଇବା ତେଲ ଆହୁରି ଶସ୍ତା ହେବ। ଆନ୍ତର୍ଜାତିକ ବଜାରରେ ଦାମ୍ କମୁଥିବାରୁ ଦେଶରେ ଭିତରେ ବିକ୍ରି ହେଉଥିବା ତେଲର ଏମ୍ଆର୍ପି କମ୍ କରିବା ଲାଗି…
Read More » -
ଓଡ଼ିଶା
ଏଣିକି ଚିଲିକାରେ ଚାଲିବ ସୌରଶକ୍ତି ବୋଟ
ଭୁବନେଶ୍ବର : ଓଡ଼ିଶା ରାଜ୍ୟ ଡଙ୍ଗା ନିୟମ-୨୦୦୪କୁ ରାଜ୍ୟ ସରକାର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଦୀର୍ଘ ୧୯ବର୍ଷ ହେଲା ଏହି ନିୟମ ଲାଗୁ ହୋଇଥିଲେ ହେଁ ଏହା…
Read More » -
ଓଡ଼ିଶା
ନିଜ ଜନ୍ମମାଟିରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ବର: ନିଜ ଜନ୍ମମାଟି ରାଇରଙ୍ଗପୁରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ ୧୦ଟା ୧୬ ମିନିଟରେ ରାଇରଙ୍ଗପୁର ଅସ୍ଥାୟୀ ହେଲିପ୍ୟାଡ୍ରେ…
Read More » -
Breaking News
ଅଗ୍ରିଆ ସମାଜ ପାଇଁ ଅଧ ଏକର ଜମି ଓ ତିନି କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଅଗ୍ରିଆ ସମାଜ ପଶ୍ଚିମ ଓଡିଶାର ଏକ ପ୍ରମୁଖ ଗୋଷ୍ଠୀ । କୃଷି ଉପରେ ନିର୍ଭର କରୁଥିବା ଏହି ସମାଜର ଲୋକମାନେ ମୁଖ୍ୟତଃ ବରଗଡ, ସମ୍ବଲପୁର, ଝାରସୁଗୁଡା,ସୁନ୍ଦରଗଡ,…
Read More » -
ଜୀବନଶୈଳୀ
ଆତ୍ମହତ୍ୟା ଭାଇରସର ଆଣ୍ଟିଭାଇରସ ସାଜିଛି ମୁମ୍ବାଇ ପୋଲିସ
ମୁମ୍ବାଇ: ଆତ୍ମହତ୍ୟା ଏବେ ଯୁବପିଢ଼ିଙ୍କ ପାଇଁ ଗୋଟିଏ ନୂଆ ଭାଇରସ । ଯାହାର ଆଣ୍ଟିଭାଇରସ ହୋଇ ଛିଡ଼ା ହୋଇଛି ମୁମ୍ବାଇ ପୋଲିସ । ପୋଲିସ ଇନ୍ସପେକ୍ଟର ସୁବର୍ଣ୍ଣା…
Read More » -
ଜୀବନଶୈଳୀ
ଗଣମାଧ୍ୟମ ସ୍ୱାଧୀନତା ପଛରେ ପଡ଼ିଛି ଭାରତ
ନୂଆଦିଲ୍ଲୀ: ୨୦୨୩ ‘ବିଶ୍ବ ଗଣମାଧ୍ୟମ ସ୍ବାଧୀନତା ସୂଚୀ’ରେ ୧୮୦ ଦେଶ ମଧ୍ୟରୁ ଭାରତର ସ୍ଥାନ ୧୬୧କୁ ଖସି ଆସିଥିବା କଥା ବୈଶ୍ବିକ ଗଣମାଧ୍ୟମ ଉପରେ ଦୃଷ୍ଟି ରଖୁଥିବା…
Read More » -
Breaking News
ମନୀଷ ସିସୋଦିଆ ଜାମିନ ପ୍ରସଙ୍ଗ : ସିବିଆଇର ଜବାବ ଲୋଡ଼ିଲେ ହାଇକୋର୍ଟ
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅନ୍ତରୀଣ ଜାମିନ ଆବେଦନ ପ୍ରସଙ୍ଗରେ ଆଜି ଦିଲ୍ଲୀ ହାଇକୋର୍ଟ ‘ସିବିଆଇ’ର ଜବାବ ଲୋଡ଼ିଛନ୍ତି।ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଅବକାରୀ ନୀତି ମାମଲା…
Read More » -
Breaking News
ମାଡି ଆସିଲାଣି ବାତ୍ୟା, ଆଏମଡି ଡିଜିଙ୍କ ସୂଚନା
ଭୁବନେଶ୍ୱର : ସାମ୍ବାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ଆଏମଡି ଡିଜି ପ୍ରେସମିଟରେ ସୂଚନା ଦେଇଛନ୍ତି। ଆସନ୍ତା ୯ ତାରିଖ ପାଖାପାଖି ସୃଷ୍ଟି ହୋଇପାରେ ବାତ୍ୟା। ପୂର୍ବ…
Read More » -
ଦେଶ
ଆଧାର ସହିତ ସଂଯୁକ୍ତ ଇମେଲ/ମୋବାଇଲ୍ ନମ୍ବର ଯାଞ୍ଚ କରିବାକୁ ଅନୁମତି ଦେଲା ୟୁଆଇଡିଏଆଇ
ଭୁବନେଶ୍ଵର: ଉପଭୋକ୍ତାଙ୍କ ସୁବିଧାକୁ ନଜରରେ ରଖି ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ଲୋକମାନଙ୍କୁ ସେମାନଙ୍କ ମୋବାଇଲ୍ ନମ୍ବର ଏବଂ ଆଧାର ସହିତ ସଂଯୁକ୍ତ ହୋଇଥିବା ଇମେଲ୍…
Read More »