Administrator
-
Breaking News
ବୁଲଢାଣା ବସ୍ ଦୁର୍ଘଟଣାରେ ୩ ସମେତ ୨୫ ମୃତ୍ୟୁ: ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ଶୋକ
ମୁମ୍ବାଇ: ଶୁକ୍ରବାର ବିଳମ୍ବିତ ରାତିରେ ମହାରାଷ୍ଟ୍ରର ବୁଲଢାଣା ଜିଲ୍ଲାରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ତିନି ପିଲାଙ୍କ ସମେତ ୨୫ ଜଣ ପ୍ରାଣ ହରାଇଛନ୍ତି।…
Read More » -
ଜୀବନଶୈଳୀ
ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ: ଥଣ୍ଡା ପାନୀୟ ଏବଂ ଚୁଇଙ୍ଗମ୍ ସୃଷ୍ଟି କରିପାରେ କର୍କଟ ରୋଗ
ନୂଆଦିଲ୍ଲୀ: ଯଦି ଆପଣ ଡାଏଟ୍ କୋକ୍, ଆଇସ୍କ୍ରିମ୍ ଏବଂ ଚୁଇଙ୍ଗମ୍ ସହିତ ମଧ୍ୟ ନିଶାସକ୍ତ ଅଟନ୍ତି, ତେବେ ଏହି ଜିନିଷଠାରୁ ଦୂରରେ ରହିବାର ସମୟ ଆସିଛି। କାରଣ…
Read More » -
Breaking News
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ
ଭୁବନେଶ୍ୱର: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ କାର୍ଯ୍ୟରତ ୨ଜଣ ଫରେଷ୍ଟ ଗାର୍ଡ ଶିକାରୀଙ୍କ ଗୁଳିରେ ନିହତ ଘଟଣାକୁ ନେଇ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ…
Read More » -
ମନୋରଂଜନ
ଓସ୍କାର ବିଜେତା ଏଲନ ଆର୍କିନଙ୍କ ଦେହାନ୍ତ
ନୂଆଦିଲ୍ଲୀ: ୨୦୦୬ ଚଳଚ୍ଚିତ୍ର ‘ଲିଟିଲ ମିସ ସନସାଇନ’ ପାଇଁ ଓସ୍କାର ଜିତିଥିବା ହଲିଉଡ ବାଦଶାହ ଏଲନ ଆର୍କିନଙ୍କ ୮୯ ବର୍ଷ ବୟସରେ ପରଲୋକ ହୋଇଛି। କାଲିଫର୍ନିଆର କାର୍ଲସବାଡର…
Read More » -
ବିଦେଶ
ଅଷ୍ଟ୍ରେଲିଆରେ ଇଚ୍ଛାମୃତ୍ୟୁର ବୟସ ୧୮ରୁ ୧୪କୁ ହ୍ରାସ !
କାନବେରା,୩୦।୬:୧୪ବର୍ଷିୟ ନାବାଳିକ ମଧ୍ୟ ଇଚ୍ଛାମୃତ୍ୟୁ କରିପାରିବେ। ଏପରି ଏକ ଆଇନ୍ ଆଣିବାକୁ ଯାଉଛନ୍ତି ଅଷ୍ଟ୍ରେଲିଆ ସରକାର। ଅଷ୍ଟ୍ରେଲିଆର ରାଜଧାନୀ କେନବରାରେ ମସ୍କିଷ୍କ ବିକୃତ ବ୍ୟକ୍ତିଙ୍କ ଇଚ୍ଛାମୃତ୍ୟୁ କରିବାର…
Read More » -
Breaking News
ଦେଶର ୨୭୮ ଜିଲ୍ଲାରେ ଜାତୀୟ ସିକଲ୍ ସେଲ୍ ରୋଗ ଉନ୍ମୁଳନ ଅଭିଯାନ: ଓଡ଼ିଶାର ୨୦ ଜିଲ୍ଲା ସାମିଲ
ନୂଆଦିଲ୍ଲୀ: ୨୦୪୭ ସୁଦ୍ଧା ଦେଶରୁ ସିକଲ୍ ସେଲ୍ ରୋଗ ଉନ୍ମୁଳନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଜାତୀୟ ସିକଲ୍ ସେଲ୍ ରୋଗ ଉନ୍ମୁଳନ…
Read More » -
Breaking News
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଫୋନରେ କଥା ହେଲେ ଋଷର ରାଷ୍ଟ୍ରପତି
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ଏହି ସମୟରେ ଉଭୟ ନେତା ବେଗନର ବିଦ୍ରୋହ…
Read More » -
ଓଡ଼ିଶା
ମାଣ୍ଡିଆରୁ ଖାଦ୍ୟ ପ୍ରସ୍ତୁତ କରି ଗ୍ରାହକମାନଙ୍କ ଖାଦ୍ୟାଭ୍ୟାସରେ ଆସିଲାଣି ପରିବର୍ତ୍ତନ
ଭୁବନେଶ୍ୱର: ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟକୁ ପ୍ରୋତ୍ସାହିତ କରି ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଜୀବନଜୀବିକାରେ ଉନ୍ନତି ଆଣିବା ଦିଗରେ…
Read More » -
ଦେଶ
କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ଅଦଳବଦଳ ଚର୍ଚ୍ଚା, ନିର୍ବାଚନ ପୂର୍ବରୁ ଦଳକୁ ସଶକ୍ତ କରିବେ ମୋଦି
ନୂଆଦିଲ୍ଲୀ: କିଛି ଦିନ ବିରାମ ପରେ ଏବେ ପୁଣି ଥରେ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ଅଦଳବଦଳ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାରଣ ସାଧାରଣ ନିର୍ବାଚନ ହେବାକୁ ଆଉ କିଛି…
Read More »
