Administrator
-
Breaking News
ଭିଜିଲାନ୍ସ ଜାଲରେ ପୁଣି ବଡ଼ ମାଛ
ଭୁବନେଶ୍ୱର: ଜିଏସଟି ଅତିରିକ୍ତ କମିଶନରଙ୍କ ଘରେ ପଶିଲା ଭିଜିଲାନ୍ସ। ଯାଜପୁର ସିଟି ଆଣ୍ଡ ଜିଏସଟି ଏନ୍ଫୋର୍ସମେଣ୍ଟ ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଆଜି ଭିଜିଲାନ୍ସ…
Read More » -
Breaking News
ଡ଼ାକ୍ତରୀ ଛାତ୍ରୀଙ୍କ ହତ୍ୟା ପ୍ରତିବାଦରେ ରାଜ୍ୟ ବ୍ୟାପି ଆୟୁଷ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ୨୪ଘଣ୍ଟିଆ ଆନ୍ଦୋଳନ
ଭୁବନେଶ୍ୱର: କଲକତାର ରାଧା ଗୋବିନ୍ଦ କର(ଆର ଜି କର)ମେଡ଼ିକାଲ କଲେଜରେ ଜଣେ ସ୍ନାତକୋତ୍ତର ଡ଼ାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ଦେଶ ବ୍ୟାପି ଆନ୍ଦୋଳନ ତୀବ୍ର…
Read More » -
Breaking News
ସ୍ଵଦେଶ ଫେରିଲେ ବିନେଶ ଫୋଗାଟ
ନୂଆଦିଲ୍ଲୀ: ତାରକା କୁସ୍ତି ଯୋଦ୍ଧା ବିନେଶ ଫୋଗାଟ ସ୍ଵଦେଶ ଫେରିଛନ୍ତି। ସେ ପ୍ରାୟ ୧୧ ଟା ସମୟରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ। ପ୍ୟାରିସ୍ ଅଲିମ୍ପିକ୍ସରେ ଫାଇନାଲରେ ପହଞ୍ଚିବା…
Read More » -
ବିଜ୍ଞପ୍ତି ପ୍ରକାଶ: ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ଜେଲ
ନୂଆଦିଲ୍ଲୀ:ଯଦି ସରକାରୀ ଡାକ୍ତରଖାନାର ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀଙ୍କୁ କେହି ଶାରୀରିକ ଆଘାତ ଦେବାକୁ ଚେଷ୍ଟା କରେ କି ଆଘାତ ଦିଏ, ସେ କ୍ଷେତ୍ରରେ ଆକ୍ରମଣକାରୀଙ୍କୁ ଗିରଫ କରି…
Read More » -
Breaking News
ରାଜ୍ୟ ସରକାରଙ୍କ ଘୋଷଣା: ପୂର୍ବ ଭଳି ରାସନକାର୍ଡରେ ହିତାଧିକାରୀଙ୍କୁ ମିଳିବ ଗହମ
ଭୁବନେଶ଼୍ବର: ଆଜି ରାସନକାର୍ଡ ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। ରାସନକାର୍ଡ ହିତାଧିକାରୀଙ୍କ ପାଇଁ ପୁଣିଥରେ ରାଜ୍ୟ ସରକାର ଗହମ ଯୋଗାଇଦେବେ। ଏନେଇ ଖାଦ୍ୟ ଯୋଗାଣ…
Read More » -
Breaking News
୨୫ରେ ବିଜେଡି ବିଧାୟକଙ୍କ ପ୍ରଶିକ୍ଷଣ ଶିବିର
ଭୁବନେଶ୍ୱର: ଅଗଷ୍ଟ ୨୫ ତାରିଖ ରବିବାର ସକାଳ ୧୦ ଟାରେ ବିଜେଡି ବିଧାୟକଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଶଙ୍ଖ ଭବନରେ ନୂଆ ବିଧାୟକମାନଙ୍କୁ ଦିଆଯିବ ଟ୍ରେନିଂ।…
Read More » -
Breaking News
୨୦୨୨ ବର୍ଷ ପାଇଁ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ‘ଦମନ’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର
ନୂଆଦିଲ୍ଲୀ: ୨୦୨୨ ବର୍ଷ ପାଇଁ ଆଜି ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଘୋଷଣା ପୂର୍ବରୁ ଚଳଚ୍ଚିତ୍ର ପୁରସ୍କାରର ବିଚାରକ ମଣ୍ଡଳୀ ଆଜି…
Read More » -
Breaking News
ଅମିତ ରୋହିଦାସଙ୍କୁ ନବୀନ ନିବାସରେ ସମ୍ବର୍ଦ୍ଧିତ କଲେ ନବୀନ ପଟ୍ଟନାୟକ
ଭୁବନେଶ୍ବର: ଭାରତୀୟ ହକି ଦଳର ଓଡ଼ିଆ ଖେଳାଳୀ ଶ୍ରୀ ଅମିତ ରୋହିଦାସଙ୍କୁ ଆଜି ବିରୋଧୀ ଦଳନେତା ଶ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ସମ୍ବର୍ଦ୍ଧିତ କରିଛନ୍ତି।ଅମିତଙ୍କୁ ରୁପା…
Read More » -
Breaking News
କଂଗ୍ରେସ ଛାଡିଲେ ବିଜୟ ପଟ୍ଟନାୟକ
ଭୁବନେଶ୍ବର: ଶେଷରେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ସେ ଏକ ମେଲ ଜରୀଆରେ ଏଆଇସିସି…
Read More » -
Breaking News
ମହାରାଷ୍ଟ୍ର ବିଜେପିକୁ ବଡ ଝଟକା, କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ସାଂସଦ
ନୂଆଦିଲ୍ଲୀ: ମହାରାଷ୍ଟ୍ରର ଭଣ୍ଡାରାର ପୂର୍ବତନ ବିଜେପି ସାଂସଦ ଶିଶୁପାଲ ପଟଲେ ଆଜି କଂଗ୍ରେସ ସହ ହାତ ମିଳାଇଛନ୍ତି। ମହାରାଷ୍ଟ୍ର ବିଜେପି ପାଇଁ ଏହା ଏକ ବଡ ଝଟକା…
Read More »