Administrator
-
Breaking News
ଛତିଶଗଡ଼ରେ ପ୍ରଥମ HMPV ରୋଗୀ, ୩ ବର୍ଷର ଶିଶୁ ସଂକ୍ରମିତ, ଆଇସିୟୁରେ ଭର୍ତ୍ତି
ନୂଆଦିଲ୍ଲୀ: ଛତିଶଗଡ଼ରେ ପ୍ରଥମ HMPV ମାମଲା ସାମ୍ନାକୁ ଆସିଛି। କୋରବା ଜିଲ୍ଲାରେ ତିନି ବର୍ଷର ଏକ ଶିଶୁଠାରେ ହ୍ୟୁମାନ ମେଟାନ୍ୟୁମୋଭାଇରସ୍ (HMPV) ଚିହ୍ନଟ ହୋଇଛି । ଅଧିକାରୀମାନେ…
Read More » -
Breaking News
ଗିରଫ ହେଲେ କୁବେର ଆଇଟିଡିଏ ଅଧିକାରୀ, ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଧରିଲା ଭିଜିଲାନ୍ସ
ଭୁବନେଶ୍ବର: ଗିରଫ ହେଲେ କୁବେର ଆଇଟିଡିଏ ଅଧିକାରୀ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା-ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ବିଶ୍ବଦର୍ଶୀ ସାହୁଙ୍କୁ ବାନ୍ଧିଲା ଭିଜିଲାନସ…
Read More » -
Breaking News
ବଜେଟ୍ ଅଧିବେଶନ: ମହାକୁମ୍ଭରେ ଘଟିଥିବା ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇଛି। ରାଷ୍ଟ୍ରପତିଙ୍କ ସମ୍ବୋଧନ ସହିତ ଏହି ଅଧିବେଶନ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାକୁମ୍ଭରେ ମଉନି ଅମାବାସ୍ୟାରେ…
Read More » -
Breaking News
ବିକଶିତ ଗାଁ, ବିକଶିତ ଓଡ଼ିଶା ମାର୍ଗଦର୍ଶିକା ଜାରି
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝୀଙ୍କ ସରକାରଙ୍କ ପକ୍ଷରୁ ବିକଶିତ ଗାଁ, ବିକଶିତ ଓଡ଼ିଶା’ ପାଇଁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି। ଜିଲ୍ଲାପାଳ ଓ ବିଡିଓଙ୍କୁ ଏହି…
Read More » -
Breaking News
୩ ମାଓବାଦୀଙ୍କ ଆତ୍ମସମର୍ପଣ
ଭୁବନେଶ୍ବର: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେଓ୍ବାଡା ଜିଲାରେ ୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ବର୍ତ୍ତମାନ ଛତିଶଗଡ଼ ପୋଲିସ ଦ୍ୱାରା…
Read More » -
Breaking News
ମହାକୁମ୍ଭ ମୃତ୍ୟୁ ମାମଲା:ସୁପ୍ରିମକୋର୍ଟରେ ଜନସ୍ଵାର୍ଥ ମାମଲା ଦାୟ
ନୂଆଦିଲ୍ଲୀ: ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟାରେ ମୃତ୍ୟୁ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଏନେଇ ସୁପ୍ରିମକୋର୍ଟରେ ଜନସ୍ଵାର୍ଥ ମାମଲା ଦାୟର ହୋଇଛି। ଆବେଦନରେ ପ୍ରୟାଗରାଜ ମହାକୁମ୍ଭରେ ଘଟିଥିବା ଦଳାଚକଟା ଉପରେ…
Read More » -
Breaking News
ଚଣ୍ଡିଗଡ଼ ମେୟର ନିର୍ବାଚନ: ବାଜି ମାରିଲା ବିଜେପି
ନୂଆଦିଲ୍ଲୀ: ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନ ମେୟର ନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଏଏପି) ଏବଂ କଂଗ୍ରେସ ଝଟକା ଲାଗିଛି। ମେୟର ନିର୍ବାଚନରେ ବିଜେପିର ହରପ୍ରୀତ କୌର ବବଲା…
Read More » -
Breaking News
ବିମାନ ଦୁର୍ଘଟଣା: ୧୯ ମୃତ
ୱାସିଂଟନ: ଆମେରିକା ୱାସିଂଟନ ଡିସିରେ ବଡ଼ ବିମାନ ଦୁର୍ଘଟଣା। ମଝି ଆକାଶରେ କମର୍ସିଆଲ ବିମାନକୁ ଧକ୍କା ଦେଲା ଆର୍ମି ହେଲିକପ୍ଟର। ଧକ୍କା ଦେବା ପରେ ଉଭୟ ହେଲିକପ୍ଟର…
Read More » -
Breaking News
ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୭ତମ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ରାଜଘାଟଠାରେ ଗାନ୍ଧିଜୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ…
Read More »
