Dibyasworup Parida
-
Breaking News
‘ବିକଶିତ ଗାଁ ବିକଶିତ ଓଡ଼ିଶା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଖୋର୍ଦ୍ଧାରେ ‘ବିକଶିତ ଗାଁ ବିକଶିତ ଓଡ଼ିଶାର’ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରତି ଗ୍ରାମସଭାରେ ପ୍ରସ୍ତୁତ ହେବ ଏହି ଯୋଜନା ତାଲିକା…
Read More » -
Breaking News
କଟକ ଶ୍ରରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ପ୍ରତିଷ୍ଠା ହେବ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର୍
ଭୁବନେଶ୍ୱର: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲ୍ରେ ପ୍ରତିଷ୍ଠା ହେବ ଏକ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର୍। ଏହାଦ୍ୱାରା ବିଭିନ୍ନ ଦୁର୍ଘଟଣା ଗ୍ରସ୍ତ…
Read More » -
ଓଡ଼ିଶା
ଭୁବନେଶ୍ୱରରେ ପହଞ୍ôଚଲେ ଷୋଡ଼ଶ ଅର୍ଥ କମିଶନ, ଆଦିବାସୀ କଳାକୃତିରେ ଅଭିଭୂତ
ଭୁବନେଶ୍ୱର : ଚାରିଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଷୋଡ଼ଶ ଅର୍ଥ କମିଶନ ଭୁବନେଶ୍ୱରରେ ପହଞ୍ଚିଛନ୍ତି। କମିଶନ ଅଧ୍ୟକ୍ଷ ଓ ସଦସ୍ୟ ବୃନ୍ଦ ଅପରାହ୍ନରେ ଓଡ଼ିଶା ରାଜ୍ୟ ଜନଜାତି…
Read More » -
Breaking News
ଆଜି ଦିଲ୍ଲୀ ବିଧାନସଭା: ନିର୍ବାଚନସଂଗମ ଘାଟରେ ବୁଡ଼ ପକାଇବେ ମୋଦୀ
ନୂଆଦିଲ୍ଲୀ/ପ୍ରୟାଗରାଜ : ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଦିଲ୍ଲୀର ସମସ୍ତ ୭୦ ବିଧାନସଭା ଆସନ ପାଇଁ ଏକକ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ।…
Read More » -
ଓଡ଼ିଶା
୧୮ରୁ ଯୁକ୍ତଦୁଇ ପରୀକ୍ଷା, ୨୪ ଘଣ୍ଟିଆ ସିସିଟିଭି ସର୍ଭିଲାନ୍ସରେ ହବ୍ କେନ୍ଦ୍ର
ଭୁବନେଶ୍ୱର : ଫେବୃଆରୀ ୧୮ରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ପରୀକ୍ଷା। ସୁରୁଖୁରୁରେ ପରୀକ୍ଷା ପରିଚାଳନା ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ରାଜ୍ୟର…
Read More » -
Breaking News
ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର
ଭୁବନେଶ୍ୱର : ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ବିଭିନ୍ନ ପରିସ୍ଥିତିରେ…
Read More » -
Breaking News
ଭିଜିଲାନସ ଜାଲରେ ପୋଲିସ ଏଏସଆଇ
ଭୁବନେଶ୍ବର : ଭିଜିଲାନସ ଜାଲରେ ପୋଲିସ ଏଏସଆଇ । ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଏଏସଆଇଙ୍କୁ ଧରିଲା ଭିଜିଲାନସ । ଲାଞ୍ଚ ନେଇ ଭିଜିଲାନ୍ସ…
Read More » -
Breaking News
ଚନ୍ଦ୍ରଭାଗାରେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ
ଭୁବନେଶ୍ବର : ପବିତ୍ର ମାଘ ସପ୍ତମୀରେ ଆଜି ସକାଳୁ ଚନ୍ଦ୍ରଭାଗା ପୁଷ୍କରିଣୀରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି। ଏହି ଦିନ ଚନ୍ଦ୍ରଭାଗା ପୁଷ୍କରିଣୀରେ ବୁଡ ପକାଇଲେ ସମସ୍ତ…
Read More » -
Breaking News
ଭାରତ ବିରୋଧରେ ଟ୍ରମ୍ପଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଅବୈଧ ପ୍ରବାସୀମାନଙ୍କୁ ପଠାଇଲା ସ୍ଵଦେଶ
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ଆମେରିକା ବେଆଇନ ପ୍ରବାସୀ ଭାରତୀୟଙ୍କ ବିରୋଧରେ ଏକ ବଡ ଦେଶାନ୍ତର ଅଭିଯାନ ଆରମ୍ଭ କରିଛି। ଏହା ଅଧୀନରେ…
Read More » -
Breaking News
ରାଜଧାନୀରେ ମୋ ବସ୍ ଦୁର୍ଘଟଣାରେ ନାବାଳିକା ମୃତ
ଭୁବନେଶ୍ବର : ମୋ ବସ୍ ଧକ୍କାରେ ନାବଳିକାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ନନ୍ଦନକାନନ ଥାନା ରଘୁନାଥପୁରରେ ମଙ୍ଗଳବାର ଏହି ଦୁର୍ଘଟଣା ଘଟିଛି। ମୃତ ନାବାଳିକାଙ୍କ ବୟସ…
Read More »