Administrator
-
ଦେଶ
ସଞ୍ଜୟ ମାଲହୋତ୍ରା ନୂଆ ରାଜସ୍ୱ ସଚିବ
ନୂଆଦିଲ୍ଲୀ: ବରିଷ୍ଠ ଆଇଏଏସ୍ ଅଫିସର ସଞ୍ଜୟ ମାଲହୋତ୍ରା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅଧୀନରେ ରାଜସ୍ୱ ବିଭାଗ ସଚିବଭାବେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥିପୂର୍ବରୁ ଏହି…
Read More » -
ଦେଶ
ଡିସେମ୍ବରରେ ସୁଧହାର ବଢ଼ାଇବ ରିଜର୍ଭ ବ୍ୟାଙ୍କ
ବେଙ୍ଗାଲୁରୁ : ଭାରତୀୟ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ଚଳିତ ଡିସେମ୍ବରରେ ସୁଧହାରକୁ ୩୫ ବେସିସ୍ ପଏଣ୍ଟ (ବିପିଏସ୍) ଅର୍ଥାତ ୬.୨୫ ପ୍ରତିଶତକୁ ବୃଦ୍ଧି କରିପାରନ୍ତି ବୋଲି ଅର୍ଥନୀତି…
Read More » -
ଓଡ଼ିଶା
ଏବେ ହ୍ୱାଟ୍ସଆପ୍ରେ ଜିଓ ମାର୍ଟ !
କଟକ: ଭାରତର ଅଗ୍ରଣୀ ଇ-ମାର୍କେଟ୍ପ୍ଲେସ୍ ଏବଂ ସାରା ବିଶ୍ୱରେ ଏକମାତ୍ର ସଫଳ ଇ-ରିଟେଲ୍ ବ୍ରାଣ୍ଡଭାବେ ମାନ୍ୟତାଲାଭ କରିଥିବା ରିଲାଏନ୍ସ ରିଟେଲର ଜିଓମାର୍ଟ, ହ୍ୱାଟସଆପ୍ ମାଧ୍ୟମରେ ଉପଭୋକ୍ତାଙ୍କ ଅର୍ଡର…
Read More » -
ଓଡ଼ିଶା
ପଦ୍ମପୁରରେ ଶାସକ ସଭ୍ୟ ଆତଙ୍କରାଜ କରୁଥିବା ଅଭିଯୋଗ
ଭୁବନେଶ୍ୱର: ଡିସେମ୍ବର ୩୦ରେ ନିରୂପମା ବାଗ୍ ଅପରାହ୍ନ ସମୟରେ ବିଜେପି ପକ୍ଷରୁ କ୍ୟାମ୍ପନିଂଗ୍ କରୁଥିଲେ । ଶ୍ରୀମତୀ ବାଗ୍ଙ୍କୁ ବିଜେଡିର ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ନିର୍ଦ୍ଦେଶରେ…
Read More » -
ଓଡ଼ିଶା
ଶିକ୍ଷକ ଆନ୍ଦୋଳନ ତାତି : ବିରୋଧୀଙ୍କ ହଟ୍ଟଗୋଳ, ଗୃହ ଅଚଳ
ଭୁବନେଶ୍ୱର: ଶିକ୍ଷକ ଆନ୍ଦୋଳନକୁ ନେଇ ବିଧାନସଭା ପୁଣି ଅଚଳ ହୋଇଥିଲା । ଶିକ୍ଷକଙ୍କ ଦାବିକୁ ସମର୍ଥନ କରି ଉଭୟ ବିରୋଧୀ ସଦସ୍ୟ ଗୃହରେ ପ୍ରବଳ ହଟ୍ଟଗୋଳ ଓ…
Read More » -
ଓଡ଼ିଶା
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ
ଭୁବେନଶ୍ବର: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବଡପୋଖରିଆ ସୁନେଈ ରୁପେଇ ଛକ ନିକଟରେ ଆଜି ବଡି ଭୋର ସମୟରେ ଏହି…
Read More » -
ଓଡ଼ିଶା
ଆରମ୍ଭ ହେଲା କୋଣାର୍କ ଉତ୍ସବ: ଚନ୍ଦ୍ରଭାଗାରେ ଅନ୍ତର୍ଜାତୀୟ ବାଲୁକା କଳା, ମନମୋହିଲା ଓଡିଶୀ
ଭୁବନେଶ୍ବର: ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିରର ପାଦଦେଶରେ ଆଲୋକମାଳାରେ ସୁସଜ୍ଜିତ ସବୁଜିମା ଭରା ମୁକ୍ତାକାଶ ରଙ୍ଗମଞ୍ଚରେ ମନୋରମ ସନ୍ଧ୍ୟାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ସଙ୍ଗୀତ ନାଟକ…
Read More » -
ଦେଶ
୫ରେ ଲାଲୁଙ୍କ କିଡ୍ନୀ ପ୍ରତିରୋପଣ
ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବଙ୍କର ଆସନ୍ତା ୫ରେ ସିଙ୍ଗାପୁରର ଏକ ହସ୍ପିଟାଲରେ କିଡ୍ନୀ ପ୍ରତିରୋପଣ କରାଯିବ ବୋଲି ଜଣାପଡିଛି ।…
Read More » -
ଦେଶ
ଗୁଜରାଟରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍, ୮୯ ଆସନରେ ମୋଟ ୭୮୮ ପ୍ରାର୍ଥୀ
ଅହମ୍ମଦାବାଦ: ଗୁଜରାଟ ବିଧାନସଭାର ୧୮୨ ଆସନ ମଧ୍ୟରୁ ୮୯ ଆସନ ପାଇଁ ଆସନ୍ତାକାଲି ଅର୍ଥାତ୍ ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ କରାଯିବ । ଅବଶିଷ୍ଟ ୯୩ ଆସନରେ…
Read More » -
ଦେଶ
ଚୀନ୍ର ପୂର୍ବତନ ରାଷ୍ଟ୍ରପତିଙ୍କ ପରଲୋକ
ବେଜିଂ: ଚୀନ୍ର ପୂର୍ବତନ ରାଷ୍ଟ୍ରପତି ଜିଆଙ୍ଗ୍ ଜେମିନ୍ଙ୍କର ବୁଧବାର ସାଂଘାଇଠାରେ ୯୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି ରକ୍ତ କର୍କଟ ରୋଗରେ…
Read More »