ବିଧାୟକଙ୍କୁ ମହୁମାଛି ଆକ୍ରମଣ

ଭୁବନେଶ୍ୱର : ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କୁ ମହୁମାଛିମାନେ ଆକ୍ରମଣ କରିଛନ୍ତି । ମହୁମାଛି ଆକ୍ରମଣରେ ଗୁରୁତର ଭାଗିରଥିଙ୍କୁ ମେଡ଼ିକାଲରେ ଭର୍ତି ହୋଇଛନ୍ତି  । ଆଜି ସକାଳେ ଶ୍ରୀ ସେଠୀ ମର୍ଣ୍ଣିଂ ୱାକରେ ଯାଇଥିବାବେଳେ ବ୍ଲକ ଅଫିସ ଛକ ନିକଟରେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ମହୁମାଛି ଦଂଶନ କରିବାରୁ ତାଙ୍କ ଦେହରେ ପ୍ରବଳ ଜଳାପୋଡ଼ା ଅନୁଭୂତ ହୋଇଥିଲା । ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇ ଚିକିତ୍ସା କରାଯାଇଥିଲା । ଏବେ ସେ ସୁସ୍ଥ ଥିବା ଜାଣିବାକୁ ମିଳିଛି ।

Related Articles

Leave a Reply

Your email address will not be published.

Back to top button