ଅଲିଗଡ ସହରରେ ଫାଟ !

ଅଲିଗଡ: ଉତ୍ତରାଖଣ୍ଡର ଯୋଶୀମଠ ଓ କର୍ଣ୍ଣପ୍ରୟାଗ ପରେ ବର୍ତ୍ତମାନ ଉତ୍ତର ପ୍ରଦେଶର ଅଲିଗଡ ସହରରେ କେତେକ କୋଠାଘରେ ଫାଟ ଦେଖିବାକୁ ମିଳିଛି । କନ୍‌ୱାରିଗଞ୍ଜ ଅଞ୍ଚଳରେ ଏଭଳି ଫାଟ ଦୃଶ୍ୟମାନ ହେବାପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଅଲିଗଡ ସହରକୁ ସ୍ମାର୍ଟ ସିଟି ଘୋଷଣା କରାଯାଇଥିବାବେଳେ ସୌନ୍ଦର୍ଯ୍ୟକରଣ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ସହରବାସୀ ଅଭିଯୋଗ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button