୫ଜି ହ୍ୟାଣ୍ଡ୍‌ସେଟ୍‌ ଉପଭୋକ୍ତାଙ୍କୁ ମାଗଣା ଡାଟା

ଭୁବନେଶ୍ବର : ଦ୍ୱୈତନଗରୀ ଭୁବନେଶ୍ୱର ଓ କଟକ ସହ ଓଡ଼ିଶାରେ ଜିଓ ଟ୍ରୁ-୫ଜି ସେବା ଶୁଭାରମ୍ଭ ହୋଇଛି। ଖୁବ୍‌ ଶୀଘ୍ର ଓଡ଼ିଶାର କୋଣ ଅନୁକୋଣକୁ ଦ୍ରୁତ ଗତିରେ ଟ୍ରୁ-୫ଜି ନେଟ୍‌ୱର୍କର ସମ୍ପ୍ରସାରଣ କରାଯିବ । ଜିଓ ଫେବୃଆରୀ ସୁଦ୍ଧା ଓଡ଼ିଶାର ରାଉରକେଲା, ବ୍ରହ୍ମପୁର, ପୁରୀ, ସମ୍ବଲପୁର ଓ ବାଲେଶ୍ୱର ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯିବା ସହିତ ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ପ୍ରତି ତହସିଲ ପର୍ୟ୍ୟନ୍ତ ଜିଓ ଟ୍ରୁ-୫ଜି ସେବାକୁ ସମ୍ପ୍ରସାରିତ କରିବା ନେଇ ଜିଓ ପକ୍ଷରୁ ଯୋଜନା ରହିଥିବା ସୂଚନା ଦିଆଯାଇଛି। ଭୁବନେଶ୍ବର ଓ କଟକରେ ଯେଉଁ ଉପଭୋକ୍ତାଙ୍କ ୫ଜି ହ୍ୟାଣ୍ଡ୍‌ସେଟ୍‌ ଥିବ ଏବଂ ୪ଜି ପ୍ଲାନ ଚାଲୁଥିବ ସେମାନେ ବିନା ମୂଲ୍ୟରେ ୫ଜି ଡାଟା ବ୍ୟବହାର କରିପାରିବେ।

Related Articles

Leave a Reply

Your email address will not be published.

Back to top button