ଆସନ୍ତାକାଲି ଚିଲିକାରେ ହେବ ପକ୍ଷୀ ଗଣନା

ଖୋର୍ଦ୍ଧା: ଆସନ୍ତାକାଲି ଚିଲିକାରେ ହେବ ପକ୍ଷୀ ଗଣନା । ଚିଲିକାରେ ମୋଟ ୨୧ ଟି ଟିମ୍ କରିବେ ପକ୍ଷୀ ଗଣନା । ପ୍ରତି ଟିମ୍ ରେ ରହିବେ ୭ ସଦସ୍ୟ  । କମ୍ପାସ, ବାଇନା କୁଲର ଓ ଜିପିଏସ ମାଧ୍ୟ୍ୟମରେ ହେବ ପକ୍ଷୀ ଗଣନା । ସକାଳ ୬ ଟାରୁ ମଧ୍ୟ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ ଗଣନା । ଗଣନା କାର୍ଯ୍ୟରେ ସାମିଲ ହେବେ ଓୟୁଏଟି ଛାତ୍ର,ପକ୍ଷୀ ବିଷାରଦ ଓ ବନ୍ୟ ପ୍ରାଣୀ କର୍ମଚାରୀ ।  ଏ ନେଇ ଆଜି ବଡକୂଳରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି ।

Related Articles

Leave a Reply

Your email address will not be published.

Back to top button