ଅଞ୍ଚଳରେ ବାଘ ଆତଙ୍କ: ଭୟରେ ଥରୁଛନ୍ତି ସ୍ଥାନୀୟ ବାସିନ୍ଦା

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା ସୁନାଖଳା ପାହାଡ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା ହେଉଛି । ଏନେଇ ଲଙ୍କା ଗ୍ରାମବାସୀ ବନବିଭାଗକୁ ଖବର ଦେବା ପରେ ବନ ବିଭାଗର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ବାଘର ଗତିବିଧି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପକ୍ଷେ ବନ ବିଭାଗ ଲଙ୍କା ଗ୍ରାମ ସହିତ ଆଖପାଖ ଗ୍ରାମରେ ଲୋକଙ୍କୁ ସଚେତନ କରିବା ସହିତ ଭୟଭୀତ ନହେବା ପାଇଁ କହିବା ସହ ସତର୍କତା ରହିବାକୁ ପରାମର୍ଶ ଦେଇଛନ୍ତି । ରାତି ହୋଇଯିବାରୁ ବହୁ ଖୋଜାଖୋଜି ପରେ ମଧ୍ୟ ବାଘର କୌଣସି ସୁରାକ ମିଳିପାରି ନାହିଁ ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ବନ

Related Articles

Leave a Reply

Your email address will not be published. Required fields are marked *

Back to top button