କଟକରେ କାଳୀପୂଜା ଭସାଣ ପାଇଁ ହେବ ସାଇଲେନ୍ସ ଜୋନ: ପୋଲିସ କମିଶନର

ଭୁବନେଶ୍ବର: କଟକରେ କାଳୀପୂଜା ଭସାଣ ପାଇଁ ହେବ ସାଇଲେନ୍ସ ଜୋନ । ଦରଘା ବଜାର ଥାନା ସିଟି ହସ୍ପିଟାଲ ନିକଟରେ ହେବ ସାଇଲେନ୍ସ ଜୋନ । ଏନେଇ ପ୍ରେସମିଟରେ ସୂଚନା ଦେଲେ ପୋଲିସ କମିଶନର ଏସ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି । କଟକ ସହରରେ ମୁତୟନ ହେବେ ୫୦ ପୋଲିସ ଫୋର୍ସ । ସମ୍ବେଦନଶୀଳରେ ସ୍ଥାନରେ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ରୁଫ ଟଫ ପୋଲିସ ବ୍ୟବସ୍ଥା ସହ ଡ୍ରୋନ ଓ ସିସିଟିଭି ନଜରରେ ରହିବ ଜୋନ । କେନ୍ଦ୍ରୀୟ ଫୋର୍ସ ବି ନିୟୋଜିତ ହେବେ କହିଛନ୍ତି ପୋଲିସ କମିଶନର ।