ଏନକାଉଣ୍ଟରରେ ୨ ସେଣ୍ଟ୍ରାଲ କ୍ୟାଡର ମାଓବାଦୀ

ନୂଆଦିଲ୍ଲୀ: ଛତିଶଗଡର ନାରାୟଣପୁରରେ ସୁରକ୍ଷା କର୍ମୀ ଓ ମାଓବାଦୀ ମଧ୍ୟରେ ଏନକାଉଣ୍ଟର । ଅବୁଝାମାଡ ଜଙ୍ଗଲରେ ଏନକାଉଣ୍ଟରରେ ୨ ମାଓବାଦୀ ନିପାତ । ଦୁହେଁ ସେଣ୍ଟ୍ରାଲ କମିଟି ସଦସ୍ୟ ଥିଲେ । ତାଙ୍କୁ ଧରାଇବାକୁ ୪୦ଲକ୍ଷର ପୁରସ୍କାର ଥିଲା । ସେଣ୍ଟ୍ରାଲ କମିଟି ସଦସ୍ୟ ରାଜୁ ଦାଦା ଓରଫ୍ କାଟା ରାମଚନ୍ଦ୍ର ରେଡ୍ଡୀ ଏନକାଉଣ୍ଟରରେ ମୃତ । ଅନ୍ୟ ମୃତକ ହେଲେ କୋଷା ଦାଦା ଓରଫ୍ କାଦରି ସତ୍ୟନାରାୟଣ ରେଡ୍ଡୀ । ଜଙ୍ଗଲରୁ ଏକେ-୪୭, ଇନସାସ୍ ରାଇଫଲ୍‌, ବିଜିଏଲ୍ ଲଞ୍ଚର, ବିସ୍ଫୋରକ ଜବତ କରାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button