ଗୋଟିଏ ମଞ୍ଚରେ ଏକାଠି ହେଲେ ରାଜ ଠାକରେ ଏବଂ ଉଦ୍ଧବ ଠାକରେ : ଏକାଠି ଲଢ଼ିବେ କି ନିର୍ବାଚନ ?

ନୂଆଦିଲ୍ଲୀ: ରାଜ ଠାକରେଙ୍କ ଉପସ୍ଥିତିରେ ମୁମ୍ବାଇରେ ଆୟୋଜିତ ଏକ ରାଲିରେ ଉଦ୍ଧବ ଠାକରେ କହିଛନ୍ତି ଯେ,, “ଯଦି ଆଜି ଆମେ ଦୁଇଜଣ ଏକାଠି ଆସିଛୁ, ତେବେ ପ୍ରଶ୍ନ ପଚରାଯିବ – ଆମେ କ’ଣ ଏକାଠି ରହିପାରିବୁ? ତେଣୁ ମୁଁ କହିବାକୁ ଚାହୁଁଛି ଯେ, କେବଳ ପୌର ନିର୍ବାଚନରେ ​​ନୁହେଁ, ଭବିଷ୍ୟତରେ ମଧ୍ୟ ଆମେ ଏକାଠି ରହିବୁ।” ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି ଯେ, ଆମେ ଏକ ହୋଇଛୁ, ଏବେ ସେମାନଙ୍କୁ (ବିଜେପି, ଶିବସେନା ସିନ୍ଦେ ଗୋଷ୍ଠୀ) ଉପାଡ଼ି ଫୋପାଡ଼ିବାର ସମୟ ଆସିଛି।

Related Articles

Leave a Reply

Your email address will not be published. Required fields are marked *

Back to top button