ନାବାଳକ ନିଖୋଜର ୬ ଦିନ ପରେ ବି ମିଳୁନି ପତ୍ତା, ପ୍ରତିବାଦରେ ଗ୍ରାମାବସୀଙ୍କ ରାସ୍ତାରୋକ

ଭୁବନେଶ୍ବର: ନାବାଳକ ନିଖୋଜର ୬ ଦିନ ପରେ ବି ମିଳୁନି ପତ୍ତା । ପ୍ରତିବାଦରେ ରାସ୍ତାରୋକ କଲେ ଗ୍ରାମାବସୀ । ଗ୍ରାମବାସୀଙ୍କୁ ସମର୍ଥନ ଜଣାଇଲେ ପିପିଲିର ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ।  ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିଛନ୍ତି । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ରତନପୁର ଗାଁର ନାବାଳକ ଆଶୀର୍ବାଦ ନିଖୋଜ ହେବାର ୬ଦିନ ହେଲାଣି ।  ଏଯାଏ ଟେର୍ ପାଉନି ପୋଲିସ । ପ୍ରତିବାଦରେ ଡେଲାଙ୍ଗରେ ରାସ୍ତାରୋକ କରିଛନ୍ତି ଆଶୀର୍ବାଦଙ୍କ ପରିବାର ଓ ଗ୍ରାମବାସୀ ।

Related Articles

Leave a Reply

Your email address will not be published. Required fields are marked *

Back to top button