ମହଙ୍ଗା ପଡିଲା ଔରଙ୍ଗଜେବଙ୍କୁ ପ୍ରଶଂସା କରିବା: ମହାରାଷ୍ଟ୍ର ବିଧାନସଭାରୁ ନିଲମ୍ବିତ ହେଲେ ଆବୁ ଅଜମୀ

ନୂଆଦିଲ୍ଲୀ: ଔରଙ୍ଗଜେବଙ୍କୁ ପ୍ରଶଂସା କରିବା ମହାରାଷ୍ଟ୍ର ସମାଜବାଦୀ ପାର୍ଟି ସଭାପତି ଆବୁ ଆଜମିଙ୍କ ପାଇଁ ମହଙ୍ଗା ପଡିଛି। ତାଙ୍କୁ ବିଧାନସଭାରୁ ନିଲମ୍ବିତ କରାଯାଇଛି। ତାଙ୍କ ବିରୋଧରେ ନିଲମ୍ବନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଙ୍ଗଳବାର ଦିନ କହିଛନ୍ତି ଯେ, ଆବୁ ଆଜମୀଙ୍କ ଏହି ବିବୃତ୍ତି ମହାରାଷ୍ଟ୍ରର ଧାର୍ମିକ ଭାବନାକୁ ଆଘାତ ଦେଇଛି ଏବଂ ଏଥିପାଇଁ ତାଙ୍କୁ କଠୋର ଦଣ୍ଡ ଦିଆଯିବ। ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ତାଙ୍କୁ ନିଲମ୍ବନ କରାଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button