ବୟସ୍କଙ୍କ ପାଇଁ ଆସିବ ଯକ୍ଷ୍ମା ଟିକା

ହାଇଦ୍ରାବାଦ : ଦୂରେଇବ ଯକ୍ଷ୍ମା। ଦେଶରେ ବୟସ୍କଙ୍କ ପାଇଁ ଖୁବ୍‌ଶୀଘ୍ର ଯକ୍ଷ୍ମା ଟିକା ଉପଲବ୍ଧ ହେବାକୁ ଯାଉଥିବା ଜଣାପଡିଛି। ଭାରତ ବାୟୋଟେକ୍‌ ଇଣ୍ଟରନ୍ୟାଶନାଲ ଲିଃ ଏହି ଟିକା ଏମ୍‌ଟିବିଭାକ୍‌ର କ୍ଲିନିକାଲ ପରୀକ୍ଷା ଆରମ୍ଭ କରିଥିବା ରବିବାର ସୂଚନା ଦେଇଛି। ଏହି ପ୍ରଥମ ଯକ୍ଷ୍ମା ଟିକା, ଯାହାକୁ ସ୍ପେନ୍‌ର ବାୟାଫାର୍ମା କମ୍ପାନୀ ବାୟୋଫାବ୍ରି ଦ୍ୱାରା ମାନବ ଉତ୍ସରୁ ପ୍ରାପ୍ତ ହୋଇଥିବା ଭାରତ ବାୟୋଟେକ୍‌ ପକ୍ଷରୁ କୁହାଯାଇଛି। ଏହି ଟିକା ଆସିବା ପରେ କିଶୋର କିଶୋରୀ ଏବଂ ବୟସ୍କମାନେ ଯକ୍ଷ୍ମା ଭଳି ମାରାତ୍ମକ ରୋଗରୁ ମୁକ୍ତି ପାଇବେ।

Related Articles

Leave a Reply

Your email address will not be published.

Back to top button