କମିଶନରେଟ୍ ପୋଲିସ ରାଜ୍ୟ ବାହାରେ କରିବ ରେଡ୍

ଭୁବନେଶ୍ବର: ତିନ ପାହାଡ଼ି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ ରାଜ୍ୟ ବାହାରେ ଚଢାଉ କରିବ କମିଶନରେଟ୍ ପୋଲିସ । ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଏବେବି ଫେରାର ଥିବାବେଳେ ଗ୍ୟାଙ୍ଗରେ କାମ କରୁଥିବା ସାଇବର ଏକ୍ସପର୍ଟ ମଧ୍ୟ ଏବେବି ବାହାରେ ଲୁଚିଛନ୍ତି । ସେମାନଙ୍କୁ ଧରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି କମିଶନରେଟ୍ ପୋଲିସ । ଗୁଇନ୍ଦା ତଥ୍ୟ ପାଇବା କ୍ଷଣି ରାଜ୍ୟ ବାହାରକୁ ଯାଇ ଗ୍ୟାଙ୍ଗ ସଦସ୍ୟଙ୍କୁ ଉଠାଇବ ପୋଲିସ । ସେପଟେ ଗିରଫ ୮ ଅଭିଯୁକ୍ତଙ୍କୁ ଦିନେରୁ ଦୁଇ ଦିନ ଭିତରେ ରିମାଣ୍ଡରେ ଆଣାଯାଇ ଅଧିକ ତଥ୍ୟ ବାହାର କରିବ ପୋଲିସ ।

Related Articles

Leave a Reply

Your email address will not be published.

Back to top button