ରାହୁଲ ଗାନ୍ଧୀ କରିବେ ‘ଭାରତ ନ୍ୟାୟ ଯାତ୍ରା’

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ଭାରତ ନୟା ଯାତ୍ରା’ କରିବାକୁ ଯାଉଛନ୍ତି। ଭରତ ଯୋଡୋ ଯାତ୍ରା ପରେ ବର୍ତ୍ତମାନ ରାହୁଲ ଏହି ନୂତନ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯାତ୍ରା ମଣିପୁରରୁ ଆରମ୍ଭ ହେବ ବୋଲି ଜଣାପଡିଛି। ଯାହା ଜାନୁୟାରୀ ୧୪ ତାରିଖରୁ ଆରମ୍ଭ ହୋଇପାରେ। ତେବେ ଏହି ଯାତ୍ରାରେ ରାହୁଲ ଗାନ୍ଧୀ ମୋଟ ୬୨୦୦ କିମି ପଦ ଯାତ୍ରା କରିବେ ବୋଲି ସୂଚନା ରହିଛି।

Related Articles

Leave a Reply

Your email address will not be published.

Back to top button