ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ମନୀଷ ସିସୋଡିଆଙ୍କୁ କୋର୍ଟରୁ କୌଣସି ଆଶ୍ୱସ୍ତି ମିଳିନାହିଁ। ରାଉସ ଆଭେନ୍ୟୁ କୋର୍ଟ ତାଙ୍କ ହେପାଜତ ସମୟ ବଢାଇ ଦେଇଛନ୍ତି। ତାଙ୍କୁ ଜାନୁୟାରୀ ୧୯, ୨୦୨୪ ପର୍ୟ୍ୟନ୍ତ ନ୍ୟାୟିକ ହେପାଜତରେ ରହିବାକୁ ପଡିବ। ସିବିଆଇ ମୁଖ୍ୟାଳୟରେ ଡକ୍ୟୁମେଣ୍ଟ ଯାଞ୍ଚ କରିବାକୁ ଅଭିଯୁକ୍ତଙ୍କ ଓକିଲଙ୍କୁ ଜାନୁଆରୀ ୧୫ ପର୍ୟ୍ୟନ୍ତ କୋର୍ଟ ସମୟ ଦେଇଛନ୍ତି। ଯାଞ୍ଚକୁ ସହଜ କରିବା ଏବଂ ଅନୁପାଳନ ରିପୋର୍ଟ ଦାଖଲ କରିବା ପାଇଁ ପର୍ୟ୍ୟାପ୍ତ ଅଧିକାରୀ ନିୟୋଜିତ କରିବାକୁ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button