ରାଜ୍ୟସଭାରୁ ନିଲମ୍ବିତ ହେଲେ ଟିଏମସି ସାଂସଦ ଡେରେକ ଓ’ବ୍ରାଇନ୍

ନୂଆଦିଲ୍ଲୀ: ଟିଏମସି ସାଂସଦ ଡେରେକ ଓ’ବ୍ରାଇନ୍ ସଂସଦର ଶୀତକାଳୀନ ଅଧିବେଶନରୁ ନିଲମ୍ବିତ ହୋଇଛନ୍ତି। ଗୃହର କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଅଭିଯୋଗରେ ଡେରେକ ଓ’ବ୍ରାଇନ୍ ଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯାହାଫଳରେ ସେ ସମଗ୍ର ଶୀତକାଳୀନ ଅଧିବେଶନରେ ଯୋଗ ଦେଇପାରିବେ ନାହିଁ।

Related Articles

Leave a Reply

Your email address will not be published.

Back to top button