୮ରେ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ୍‌ ତାଳପତ୍ର

ଭୁବନେଶ୍ବର: ଆସନ୍ତା ୭ ତାରିଖ ସୋମବାର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧର ଅବସର ଗ୍ରହଣ କରୁଛନ୍ତି । ତାଙ୍କ ସ୍ଥାନରେ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର ୮ ତାରିଖ ମଙ୍ଗଳବାର ନୂଆ ଦାୟିତ୍ୱ ଗ୍ରହଣ କରିବେ । ମଙ୍ଗଳବାର ଦିନ ୧୦ଟାରେ ଐତିହାସିକ ପୁରୁଣା ଅଟ୍ଟାଳିକାର ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜଷ୍ଟିସ୍‌ ତାଳପତ୍ରଙ୍କୁ ମୁଖ୍ୟ ବିଚାରପତି ଭାବେ ଶପଥ ପାଠ କରାଇବେ ବୋଲି ସୂଚନା ମିଳିଛି ।

Related Articles

Leave a Reply

Your email address will not be published.

Back to top button