ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଣିଲେ ବିରୋଧୀ: ଅନୁମୋଦନ କଲେ ବାଚସ୍ପତି

ନୂଆଦିଲ୍ଲୀ: ଆଜି ମଣିପୁର ହିଂସାକୁ ନେଇ ସଂସଦରେ ଉତ୍ତେଜନା ଜାରି ରହିଥିଲା। ଏହି ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରସ୍ତାବ ଆଣିବାକୁ ବିରୋଧୀ ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ପ୍ରସ୍ତାବ ଉପସ୍ଥାପନ କରିଥିଲା, ଯାହା ପରେ ବାଚସ୍ପତିଙ୍କ ଦ୍ୱାରା ସ୍ବୀକୃତି ମିଳିଥିଲା। ଅନାସ୍ଥା ପ୍ରସ୍ତାବ ପ୍ରସ୍ତାବ ଗ୍ରହଣ କରିବା ପରେ ଲୋକସଭା ବାଚସ୍ପତି କହିଛନ୍ତି ଯେ, ସମସ୍ତ ଦଳ ସହ ଆଲୋଚନା ହେବା ପରେ ସେ ଚର୍ଚ୍ଚା ପାଇଁ ସମୟ ସ୍ଥିର କରିବେ।

Related Articles

Leave a Reply

Your email address will not be published.

Back to top button