ଟୁଇଟର ଲୋଗୋ ଏବଂ ନାମ ହେଲା ପରିବର୍ତ୍ତନ

ନୂଆଦିଲ୍ଲୀ: ଆଜି ଟୁଇଟର ମାଲିକ ଏଲନ ମସ୍କ ତାଙ୍କର କଂପାନୀ ଟୁଇଟର ଲୋଗୋ ଏବଂ ନାମ ମଧ୍ୟ ପରିବର୍ତ୍ତନ କରିଦେଇଛନ୍ତି। ବର୍ତ୍ତମାନ ଟୁଇଟର.କମ ମାରିଲେ ଆସି ଏକ୍ସ.କମ। ଅର୍ଥାତ ଟୁଇଟର ନାମ ପରିବର୍ତ୍ତନ ହୋଇ ରଖାଯାଇଛି X । ପୂର୍ବରୁ ଏ ନେଇ ଏଲନ ମସ୍କ ନିଜ ଟୁଇଟର ଜରିଆରେ ସୂଚନା ପ୍ରଦାନ କରିଥିଲେ। ଏଣିକି ବିଶ୍ବସାରା ପ୍ରସାରିତ ହୋଇଥିବା ଟୁଇଟର ନାମଟି ଲୋପ ପାଇବାକୁ ବସିଛି। ଆଉ ତା ପରିବର୍ତ୍ତେ ଆସିଲା ଏକ୍ସ। ଏହି ନୂତନ ଲୋଗୋଟି କଳା ରଂଗର ଇଂରାଜୀ ଅକ୍ଷର ଏକ୍ସ କରାଯାଇଛି। ସେହିପରି ପୂର୍ବରୁ ଟୁଇଟର. କମ ନାମ ପରିବର୍ତ୍ତନ କରାଯାଇ X.COM ରଖାଯାଇଛି। ତେବେ ପୁରୁଣା ଟୁଇଟର ମାରିଲେ ତାହା X.COM କୁ ଅଟୋମେଟିକ ଚାଲିଯାଉଛି।

Related Articles

Leave a Reply

Your email address will not be published.

Back to top button