ଓସ୍କାର ବିଜେତା ଏଲନ ଆର୍କିନଙ୍କ ଦେହାନ୍ତ

ନୂଆଦିଲ୍ଲୀ: ୨୦୦୬ ଚଳଚ୍ଚିତ୍ର ‘ଲିଟିଲ ମିସ ସନସାଇନ’ ପାଇଁ ଓସ୍କାର ଜିତିଥିବା ହଲିଉଡ ବାଦଶାହ ଏଲନ ଆର୍କିନଙ୍କ ୮୯ ବର୍ଷ ବୟସରେ ପରଲୋକ ହୋଇଛି। କାଲିଫର୍ନିଆର କାର୍ଲସବାଡର ନିଜସ୍ବ ବାସଭବନରେ ଅର୍କିନ ଗୁରୁବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Related Articles

Leave a Reply

Your email address will not be published.

Back to top button